You are currently viewing କାୟାବିସ୍ତାର କରୁଛି କରୋନା

କାୟାବିସ୍ତାର କରୁଛି କରୋନା

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୦୭/୦୬, କିଛିଦିନର ବୀରତି ପରେ ଏବେ ପୁଣି କାୟା ବିସ୍ଥାର କରିବାରେ ଲାଗିଛି କରୋନା । ସାରା ଦେଶରେ କରୋନା ମହାମାରୀ ପୂର୍ଣ୍ଣବାର ବ୍ୟାପିବାକୁ ଲାଗିଛି । ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୧୪ ରେ ପହଞ୍ଚିଛି । ମୋଟ କରୋନାରେ ମୃତ୍ୟୁ ସଂଖ୍ୟା ୫ଲକ୍ଷ୨୪ ହଜାର ୭୦୮ ହୋଇଥବାବେଳେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂକ୍ୟାଳେ ୨୬ ହଜାରରେ ପହଞ୍ଚିଛି । ସମସ୍ତ ରାଜ୍ୟ କରୋନା ମହାମାରୀ ପ୍ରତି ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତତା କରାଯାଇଥିବା ବେଳେ ଆରଗାମୀ ଦିନରେ କୋଭିଡ କଟକଣାକୁ ପୁନର୍ବାର ଲାଗୁ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।