You are currently viewing ଆଜିଠାରୁ ଆରମ୍ଭ ହେଲା କୃଷି ମହାକୁମ୍ଭ

ଆଜିଠାରୁ ଆରମ୍ଭ ହେଲା କୃଷି ମହାକୁମ୍ଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ଓ ଓ ଜିଲ୍ଲାସ୍ତରୀୟ କୃଷି ପ୍ରଦର୍ଶନୀ ଆଜିଠାରୁ ବରମୁଣ୍ଡା ଖେଳ ପଡିଆଠାରେ ଆୟୋଜିତ ହୋଇଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଆଜିଠାରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।