You are currently viewing ରାଜ୍ୟର ସବୁ ଜେଲରେ ଲାଗିବ କିଓସ୍କ ମେସିନ

ରାଜ୍ୟର ସବୁ ଜେଲରେ ଲାଗିବ କିଓସ୍କ ମେସିନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର– ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ ଲାଗିବ କିଓସ୍କ ମେସିନ । ଏହି ମେସିନ ଜରିଆରେ ମାମଲାର ସ୍ଥିତି ସମ୍ପର୍କରେ ଓ ଜାମିନ ଆବେଦନର ସ୍ଥିତି ସମ୍ପର୍କରେ କଏଦୀମାନେ ଜାଣିପାରିବେ । ଏନେଇ ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କାରାଗାର ଓ ସଂଶୋଧନ ସେବା ସମୂହ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।