You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରୁ ୨୯୮୯ କରୋନା ପଜିଟିଭ ଚିହ୍ନଟ ଏବଂ ୨ ମୃତ ।
୨. ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।
୩. ଚଳିତ ବର୍ଷ ଜୁନ୧୭ରୁ ୨୪ ମଧ୍ୟରେ ହେବ OJEE ପରୀକ୍ଷା । ଏନେଇ OJEEକର୍ତ୍ତୁପକ୍ଷଙ୍କ ସୂଚନା ।
୪. ଭଦ୍ରକ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ପରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ।
୫. ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ ।
୬. ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ବାର୍ହା ଜବତ , ୪ଗିରଫ ।
୭. ଭୁବନେଶ୍ବରରେ ମଦ ବେପାର ଅଭିଯୋଗରେ ଗିରଫ ବ୍ୟକ୍ତି ପଜିଟିଭ୍ ଚିହ୍ନଟ । ଆଜି ବସ୍ତିରେ ଚଢ଼ାଉ କରି ଗୋବିନ୍ଦ ନାୟକକୁ ଗିରଫ କରିଥିଲା ଅବକାରୀ ବିଭାଗ ।
୮. ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷା ଘୁଞ୍ଚାଇବା ଦାବିରେ ଟାୟାର ଜାଳି ଛାତ୍ରୀଙ୍କ ରାସ୍ତାରୋକ । କଲେଜର ମୁଖ୍ୟ ଫାଟକ ଭାଙ୍ଗିଲେ ଛାତ୍ରୀ ।
୯. ଭଦ୍ରକ NH-୧୬ର ରାଣୀତାଲରେ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ବ୍ରାଉନସୁଗାର ଜବତ, ୩ ଗିରଫ ।
୧୦. ଭୁବନେଶ୍ବର ବିଜେବି ଜଲେଜରେ ଛାତ୍ରଙ୍କ ଆନ୍ଦୋଳନ । ଅନଲାଇନ ପରୀକ୍ଷା ଦାବିରେ ରାସ୍ତାରୋକ, ବିକ୍ଷୋଭ ପ୍ରଦର୍ଶନ ।

ଅନ୍ୟମାନଙ୍କୁ ଜଣାନ୍ତୁ।