You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୫ ମୃତ ।
୨. ଆଜି ଫନି  ବାତ୍ୟାକୁ ପୁରିଲା ଦୁଇ ବର୍ଷ । ଫନି  ବାତ୍ୟାରେ ୧୪ଟି ଜିଲ୍ଲା ହୋଇଥିଲା ପ୍ରଭାବିତ ।
୩. ଆଜିଠାରୁ ଆରମ୍ଭ ହେଲା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ, ୮ ଟାରୁ ୧୧ଟା ମଧ୍ୟରେ ହେଉଛି ଟିକାକରଣ ।
୪. ପିପିଲିରେ ଆଜିଠାରୁ ବାଇଟ ମତଦାନ । ଘର ଘର ବୁଲି ମତ ସଂଗ୍ରହ କରୁଛନ୍ତି ପୋଲିଂ ପାର୍ଟି ।
୫. କୋଭିଡ ମୁକାବିଲା ଓ ପରିଚାଳନା ପାଇଁ ୬ ଡାକ୍ତରୀ ଛାତ୍ର ନିୟୋଜିତ ।
୬. ୧୯୮୭ ମସିହାର ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
୭. ପିପିଲି ନିର୍ବାଚନ ମାମଲା ମେ’୭ରେ ହେବ ଶୁଣାଣି । କରୋନା କାରଣରୁ ନିର୍ବାଚନ ସ୍ଥଗିତ ରଖିବାକୁ ହାଇକୋର୍ଟରେ ହୋଇଥିଲା ଆବେଦନ ।
୮. ସିବିଏସଇ ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ । ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ ।
୯. ରେଳଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରିଛି ରେଳ ମନ୍ତ୍ରଣାଳୟ ।
୧୦. ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା । ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ନେଇ ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।