You are currently viewing ଏସିଆନଗେମ ସ୍ଥଗିତ !

ଏସିଆନଗେମ ସ୍ଥଗିତ !

  • Post category:ଓଡିଶା
  • Reading time:1 mins read

ଦିଲ୍ଲୀ୦୬/୦୫, ଚଳିତବର୍ଷ ଚିନ୍‌ରେ ହେବାକୁଥିବା ୨୦୨୨ ଏସିଆନ ଗେମକୁ ସ୍ଥଗିତ ରଖାଯଯାଇଥିବା ଜଣାପଡିଛି । ବିଶ୍ୱରେ କରୋନାର ତୃତୀୟ ଲହର ମୁଣ୍ଡ ଟେକୁ ଥିବା ବେଳେ ଚଳିତ ବର୍ଷର ଏସିଆନ ଗେମକୁ ସ୍ଥଗିତ ରଖାଯାଇଥିବା ଆଲୋଚନା ହେଉଥିବା ବେଳେ ଏ ସଂପର୍କରେ ଆୟୋଜକ ଦେଶ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ମାତ୍ର ଚିନ୍ ଗଣମାଧ୍ୟମ ୨୦୨୨ ଏସିଆନ ଗେମ୍ ସ୍ଥଗିତ ହେଲାବୋଲି ଖବର ପ୍ରସାରଣ କରିଛି । ଏଠାରେ ସୂଚନା ଦିଆଯାଇପାରେକି ଚଳିତ ବର୍ଷର ଏସିଆନଗେମର ଚିନ ଆୟୋଜକ ଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।