You are currently viewing ଦୁର୍ଦ୍ଦାନ୍ତ ଅପରାଧିକୁ ଜେଲରେ ଆକ୍ରମଣ

ଦୁର୍ଦ୍ଦାନ୍ତ ଅପରାଧିକୁ ଜେଲରେ ଆକ୍ରମଣ

  • Post category:ଓଡିଶା
  • Reading time:1 mins read

ପୁରୀ – ଏ,ଏନ ଏସ (୨୯.୦୮.୨୦୨୨) : ଦୁର୍ଦ୍ଦାନ୍ତ ଅପରାଧି ପୁକୁ ଜେଲ ଭିତରେ ଧାରୁଆ ଛୁରୀରେ ଆକ୍ରମଣ କରାାଇଛି । ତାର ବେକରେ ଆଘାତ ହୋଇଥିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରାାଇଛି । ସେଠାରେ ପପୁର ଚିକିତ୍ସା ଚାଲିଛି । ତେବେ ଏପରି ଘଟଣା ଘଟିବା କାରଣ ଜଣାପଡି ନାହିଁ । ଏ ବିଷୟରେ ତଦନ୍ତ ଚାଲିଛି ବୋଲି ପୁରୀ ଜେଲ ସୁପରିଣ୍ଟେଣ୍ଡ୍ କହିଛିନ୍ତି ।
ଗତ ୨୩ ତାରିଖରେ ଦାଦା ବଟି ଆଦାୟ ମାମଲାରେ ଗିରଫ ହୋଇଥିଲା ପୁ । ତେବେ ତା ନାଁରେ ପୁରୀର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ଏ ନେଇ ପୁରୀ ପୋଲିସ ତା ନା ରେ ଏନ୍ବିଡବ୍ଲୁ ଜାରି କରାାଇଛି । ୪୫ ବର୍ଷିୟ ପୁର ଅନ୍ୟ ନାମ ହେଉଛି ଧିରେନ୍ଦ୍ର ନାଥ ବରାଳ । ତେବେ ପୁକୁ ଜୀବନରୁ ମାରିବା ।ଇଁ ଯୋଜନା ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଘଟଣାର ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ଦେବା ପାଇଁ ପାଜନା ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଘଟଣାର ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ଦେବା ପାଇଁ ପପୁର ଭଉଣୀ ଦାବି କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।