ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ: ଜଗା ଦର୍ଶନ ପରେ କରିବେ ରୋଡ ସୋ’

ଆସନ୍ତା ୨୦ ତାରିଖ ଦିନ ପୁରୀରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛି।

Continue Readingଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ: ଜଗା ଦର୍ଶନ ପରେ କରିବେ ରୋଡ ସୋ’

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ 

  • Post category:ଓଡିଶା
  • Reading time:1 mins read

ଆସନ୍ତାକାଲି ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥି ସହିତ ଅନବସର ପିଣ୍ଡିରେ ଅନବସର ନୀତି ସମେତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ କରାଯିବ ।

Continue Readingଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ 

ଚାପ ଖେଳିବେ ମହାପ୍ରଭୁ: ନରେନ୍ଦ୍ର ପୁଷ୍କରଣୀରୁ ବାହାର କରାଗଲା ନନ୍ଦା, ଭଦ୍ରା ଡଙ୍ଗା 

  • Post category:ଓଡିଶା
  • Reading time:1 mins read

ଆସନ୍ତା ମାସ ୧୦ ତାରିଖରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ଆରମ୍ଭ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରଣୀରୁ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କ ଚାପ ଡଙ୍ଗା ବାହାର କରାଯାଉଛି।

Continue Readingଚାପ ଖେଳିବେ ମହାପ୍ରଭୁ: ନରେନ୍ଦ୍ର ପୁଷ୍କରଣୀରୁ ବାହାର କରାଗଲା ନନ୍ଦା, ଭଦ୍ରା ଡଙ୍ଗା 

ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ,  ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରିବେ ୩୫ ଜଣ କୁଶଳୀ କାରିଗର

  • Post category:ଓଡିଶା
  • Reading time:1 mins read

ଆରମ୍ଭ ହେଲା ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ୩୫ ଜଣ କୁଶଳୀ କାରିଗର ଏହି ମରାମତି କାମରେ ଲାଗିଛନ୍ତି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି କାମ କରାଯିବ ।

Continue Readingଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ,  ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରିବେ ୩୫ ଜଣ କୁଶଳୀ କାରିଗର

ଆଜି ଛତିଶା ନିଯୋଗ ବୈଠକ, ନାଟମଣ୍ତପ ମରାମତି ପ୍ରସଙ୍ଗରେ ହେବ ଆଲୋଚନା 

  • Post category:ଓଡିଶା
  • Reading time:1 mins read

ଆଜି ବସିବ ଛତିଶା ନିଯୋଗ ବୈଠକ । ପୁରୀ ବଡ଼ଦାଣ୍ତ ସ୍ଥିତ ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଅପରାହ୍ନ ୫ଟାରେ ଏହି ବୈଠକ ବସିବ । ସୂଚନା ଅନୁଯାୟୀ, ଆଜିର ଏହି ବୈଠକରେ ଶ୍ରୀମନ୍ଦିର ନାଟମଣ୍ତପ ମରାମତି ପ୍ରସଙ୍ଗରେ ଆଲୋଚନା ହେବ ।

Continue Readingଆଜି ଛତିଶା ନିଯୋଗ ବୈଠକ, ନାଟମଣ୍ତପ ମରାମତି ପ୍ରସଙ୍ଗରେ ହେବ ଆଲୋଚନା 

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି।  ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦ୍ବୀତିୟ ଭୋଗ ମଣ୍ତପ ନୀତି ଶେଷ ହେବା ପରେ  ଆପାତତଃ ସଂନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।

Continue Readingଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

ଆଜି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପରିଦର୍ଶନ କରିବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ 

  • Post category:ଓଡିଶା
  • Reading time:1 mins read

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ପ୍ରାୟ ୪ ଟା ୪୫ ମିନିଟରେ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ କଡା ସୁରକ୍ଷା ମଧ୍ୟରେ ଶ୍ରୀସେତୁ,ଜଗନ୍ନାଥ ବଲ୍ଲଭ ପାର୍କିଂ ପରିଦର୍ଶନ ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ପହଞ୍ଚିବେ।

Continue Readingଆଜି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପରିଦର୍ଶନ କରିବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ 

ଜୟପୁରରୁ ପୁରୀକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ 

  • Post category:ଓଡିଶା
  • Reading time:1 mins read

ଜୟପୁରରୁ ପୁରୀକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ । ଜୟପୁରରୁ ବାହାରି କୋରାପୁଟ ହୋଇ ପୁରୀରେ ପହଞ୍ଚିିବ ବସ୍ । ଆଦିବାସୀ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପୁରୀକୁ ଯିବା ପାଇଁ କୌଣସି ସିଧାସଳଖ ବସର ସୁବିଧା ନଥିବା ବେଳେ ଏବେ ଏହି ବସ୍ ଚାଲିବା ପରେ ଲୋକମାନେ ଯାତାୟତର ସୁବିଧା ପାଇବେ । 

Continue Readingଜୟପୁରରୁ ପୁରୀକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍ 

ରାଜ୍ୟ ସରକାରଙ୍କ ନୂଆ ଅଭିଯାନ: ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ 

  • Post category:ଓଡିଶା
  • Reading time:1 mins read

ଆଜିଠାରୁ ପୁରୀରେ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ । ନୂତନ ଅଭିଯାନରେ ପ୍ରତି ପଂଚାୟତରୁ ପୁରୀକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଗଡିବ।

Continue Readingରାଜ୍ୟ ସରକାରଙ୍କ ନୂଆ ଅଭିଯାନ: ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ 

ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ଆରମ୍ଭ, ବ୍ରାହ୍ମଣ ବରଣ କରିବେ ଗଜପତି  

  • Post category:ଓଡିଶା
  • Reading time:1 mins read

ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଞ୍ଚଳ ଶ୍ରୀକ୍ଷେତ୍ର। ଏନେଇ ଆଜିଠାରୁ ଲୋକାର୍ପଣ ମହୋତ୍ସବ ଆରମ୍ଭ ହେବ ।

Continue Readingଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ଆରମ୍ଭ, ବ୍ରାହ୍ମଣ ବରଣ କରିବେ ଗଜପତି