You are currently viewing ବାଲିଯାତ୍ରାରେ  ନଷ୍ଟ ହେଲା ଖାଦ୍ୟ

ବାଲିଯାତ୍ରାରେ ନଷ୍ଟ ହେଲା ଖାଦ୍ୟ

  • Post category:ଓଡିଶା
  • Reading time:1 mins read

କଟକ (ଏ ଏନ୍ ଏସ)୧୦/୧୧, ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍‌ ସ୍କ୍ଵାର୍ଡ ପକ୍ଷରୁ ଚଢାଉ କରାଯାଇଛି।

ଚୌମିନ୍‌, ମୋମୋ, ଚାଟ୍‌ ଆଦି ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରାଯାଇଛି। ଚଢାଉରେ ୪ଟି ଟିମ୍‌ ସାମିଲ୍‌ ହୋଇଛନ୍ତି। CMC ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ଚଢାଉ। ଖାଦ୍ୟରେ ବ୍ୟବହାର କରାଯାଉଥିବା ତେଲ ଓ ମସଲା ମାନକୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ୍‌। ଚଢାଉ ବେଳେ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରଛି।

ଅନ୍ୟମାନଙ୍କୁ ଜଣାନ୍ତୁ।