You are currently viewing ଆଜି ଓ କାଲି ବ୍ୟାଙ୍କ ବନ୍ଦ 

ଆଜି ଓ କାଲି ବ୍ୟାଙ୍କ ବନ୍ଦ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏ ଏନ ଏସ) ୧୯.୧୦.୨୦୨୧, ଓଡ଼ିଶାରେ    ଆଜି ଓ କାଲି ବନ୍ଦ ରହିବ ବ୍ୟାଙ୍କ । ଆଜି ଇଦ୍ ମିଲାଦ୍ ଓ ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା ପାଇଁ ଏହି ଛୁଟି  ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆଇନ ଅନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।