You are currently viewing ଭିଜିଲାନ୍ସ ହାତରେ ସହକାରୀଯନ୍ତ୍ରୀ

ଭିଜିଲାନ୍ସ ହାତରେ ସହକାରୀଯନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ଗଜପତି(ଏଏନଏସ)୧୭/୧୨, ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁରର ୪ଟି, ଦିଗପହଣ୍ଡି, ପାରଳାଖେମୁଣ୍ଡି ସହ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଗୋପବନ୍ଧୁ ନଗର ସ୍ପେକ୍ଟରମ ମାଳତୀ ରେସିଡେନ୍ସିରେ ଥିବା ଫ୍ଲାଟ୍‌, ଜ୍ୟୋତିନଗରରେ ଥିବା ଦୁଇ ମହଲା କୋଠା, ଦିଗପହଣ୍ଡିରେ ଥିବା ଅଫିସ ଚାମ୍ବର ଓ ଆର ଉଦୟଗିରି ଛେଲିଗଡ଼ରେ ଥିବା ସରକାରୀ କ୍ବାର୍ଟର୍ସରେ ଭିଜିଲା୍ନାସ ରେଡ୍ ଚାଲିଛି । ରେଡ୍‌ରେ ଜଣେ ଅତିରିକ୍ତ ଏସପି, ୫ ଇନ୍ସପେକ୍ଟର ଓ ୨ ଏଏସଆଇ ସାମିଲ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।