You are currently viewing ବିଜୁଜନତା ଦଳର ସାଇକେଲ ଶୋଭାଯାତ୍ରାକୁ ରସୁଲଗଡଠାରେ ସମ୍ବର୍ଦ୍ଧନା

ବିଜୁଜନତା ଦଳର ସାଇକେଲ ଶୋଭାଯାତ୍ରାକୁ ରସୁଲଗଡଠାରେ ସମ୍ବର୍ଦ୍ଧନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ ତମ ଜନ୍ମ ତିଥୀରେ କଟକର ଆନନ୍ଦଭବନଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳରତୃଙ୍ଗ ଯୁବ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ରସୁଲଗଡ ଛକଠାରେ ଏହି ଶୋଭାଯାତ୍ରାକୁ ପୁଷ୍ପଗୁଚ୍ଛ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ, ସମାଜସେବୀ, ସନ୍ଧ୍ୟାରାଣୀ ମହାନ୍ତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ।


ଅନ୍ୟମାନଙ୍କୁ ଜଣାନ୍ତୁ।