You are currently viewing ଉପଜିଲ୍ଳାପାଳ ଅଫିସ ତାଲା ପକାଇଲେ ବିଜେପି କର୍ମୀ

ଉପଜିଲ୍ଳାପାଳ ଅଫିସ ତାଲା ପକାଇଲେ ବିଜେପି କର୍ମୀ

ବଲାଙ୍ଗୀର, ବଲାଙ୍ଗୀର ପାଟଣାଗଡ ଉପଜିଲ୍ଳାପାଳଙ୍କୁ ତାଲା ପକାଇଲେ ବିଜେପି କର୍ମୀ । ଅଞ୍ଚଳର ବିଭିନ୍ନ ମଣ୍ଡିରେ ଧାନ ପଡି ରହିଥିବାରୁ ଏପରି କରିଛନ୍ତି ବୋଲି ସୂଚନା । ପାଟଣାଗଡ ବିଜେପି ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । ବ୍ୟାପକ ପରିମାଣରେ କଟଣୀ ଛଟଣି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।