You are currently viewing ବାଣ ତିଆରି ସମୟରେ ବିସ୍ଫୋରଣ, ୧ ମୃତ

ବାଣ ତିଆରି ସମୟରେ ବିସ୍ଫୋରଣ, ୧ ମୃତ

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ଜିଲ୍ଲାର ଭଞ୍ଜନଗର ସ୍ଥିତ ବଡ଼ଗଡ଼ ଥାନା ଅନ୍ତର୍ଗତ ଭୀମପୁର ଗାଁରେ ଘଟିଛି ଅଘଟଣ । ବାଣ ତିଆରି କରୁଥିବା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ଫଳରେ ଉକ୍ତ ସ୍ଥାନରେ ଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଆଉ ଦୁଇ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭତ୍ତି ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।