You are currently viewing ଗଞ୍ଜେଇ ଗାଡିରୁ ବୋମା ଉଦ୍ଧାର

ଗଞ୍ଜେଇ ଗାଡିରୁ ବୋମା ଉଦ୍ଧାର

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(୧୩.୨.୨୩) : ଗାଡିରୁ ଉଦ୍ଧାର ହେଲା ବୋମା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଖିଣ୍ଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ମିଳିଲା ଗଞ୍ଜେଇ ଓ ବୋମା । ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତି ଗାଡି ଭିତରେ ଥିଲା ବୋମା । ଘଟଣାସ୍ଥଳରୁ ଗାଡିଛାଡି ଫେରାର ହୋଇଛି ଡ୍ରାଇଭର ।ଘଟଣାସ୍ଥଳରେବୋମାନିଷ୍କ୍ରିୟକାରୀଟିମ୍‌ ପହଞ୍ଚିବୋମାକୁଜବତକରିଛି।ଗାଡ଼ିଟିକେଉଁଠୁକୁଆଡ଼େଯାଉଥିଲାଅଧିକଖୋଳତାଡଜାରିରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।