You are currently viewing ଧଳାଜହର ଜଵତ,ଦୁଇ ଗିରଫ

ଧଳାଜହର ଜଵତ,ଦୁଇ ଗିରଫ

ଭୁବନେଶ୍ୱର-୨୪.୦୭.୨୦୨୧, ରାଜ୍ୟରେ ଧଳା ଜହର କାରବାର ବଢିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ କରୁଛି ପୋଲିସ । ଭୁବନେଶ୍ୱର ସ୍ଥିତ ତପୋବନ ବସ୍ତିରୁ ୩୮୦ ଗ୍ରାମର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩୮ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ବ୍ରାଉନସୁଗାର ସହ ୪୮ ହଜାର ଟଙ୍କା ଜବତ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଦୁଇଜଣକୁ ଗିରଫ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।