You are currently viewing ସମସ୍ତଙ୍କୁ ସୁହାଇଲାଭଳି ବଜେଟ୍‌

ସମସ୍ତଙ୍କୁ ସୁହାଇଲାଭଳି ବଜେଟ୍‌

ନୂଆଦିଲ୍ଲୀ୦୧/୦୨, ଆଜିଲୋକସଭାରେ ସାଧାରଣ ବଜେଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ସମସ୍ତ ବର୍ଗଙ୍କୁ ସୁହାଇଲାଭଳି ଏହି ବଜେଟ ଉପସ୍ଥାପନ ହୋଇଥିବାର ଜଣାପଡିଛି । ବଜେଟରୁ ମିଳିଥିବା ସୂଚନା ମୁତାବକ ସୁନା,ରୂପା,ପ୍ଲାଟିନମ୍ ମହଙ୍ଗା ହେବାକୁ ଥିବା ବେଳେ ଶସ୍ତା ହେବ ଇ.ଭି, ସରଇକେଲ ଓ ଅଟୋମୋବାଇଲ । ମୋବାଇଲ, କ୍ୟାମେରା, ଲେନ୍ସ ମଧ୍ୟ ଶସ୍ତା ହେବ । ସେହିପରି ଆୟକର ସ୍ଲାବରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।