You are currently viewing ରାଜଧାନୀରେ ଗଞ୍ଜେଇ ଓ ସିଗାରେଟ୍ ଜବତ

ରାଜଧାନୀରେ ଗଞ୍ଜେଇ ଓ ସିଗାରେଟ୍ ଜବତ

ଭୁବନେଶ୍ୱର, ୦୩/୦୯: ଭୁବନେଶ୍ୱର ସ୍ଥିତ ବାପୁଜୀନଗର ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଛି । ସୂଚନା ମିଳିବା ପରେ ଅବକାରୀ ବିଭାଗ କେଦାରପଲ୍ଲୀ ବସ୍ତିରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଓ ସିଗାରେଟ୍ ଜବତ କରିବା ସହ ଟୁନା ନାୟକ (୩୫) ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।