You are currently viewing ଏୟାରପୋର୍ଟରେ ପଶିଲା କାର

ଏୟାରପୋର୍ଟରେ ପଶିଲା କାର

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର(ଏଏନଏସ)୧୩/୦୯, ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ଘଟିଛି ଏକ ମମନ୍ତର୍୍ୁଦ ଦୁର୍ଘଟଣା ଦେଖିଲେ ବି ସୁଦ୍ଧା ବିଶ୍ୱାସ ହେବ ନାହିଁ । ସିକୁ୍ୟରିଟି କେବିନ ନଂ୧ ନିକଟରେ ଘଟିଛି ଏହି ଦୁର୍ଘଟଣା । ବିଳମ୍ବିତ ରାତିରେ ଦୁ୍ରତଗତିରେ ଏକ କାର ଆସି ଡିଭାଇଡରରେ ପିଟି ହୋଇ ୩୦ ଫୁଟର ପାଚେରୀ ଭାଙ୍ଗି ଏୟାରପୋର୍ଟ ପରିସରକୁ ପଶିଯାଇଥିବା ସୂଚନା ମିଳିଛି । କାର ଭିତରେ ୪ଜଣ ଲୋକ ଥିଲେ । ସେମାନଙ୍କୁ ଆହାତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନାରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା କରିଥିବା ଗାଡିର ନମ୍ବର ହେଉଛି OD 02 BJ 0506

ଅନ୍ୟମାନଙ୍କୁ ଜଣାନ୍ତୁ।