You are currently viewing ଗୃହରେ ହଙ୍ଗାମା , ଗୃହ ମୁଲତବୀ କଲେ ବାଚସ୍ପତି

ଗୃହରେ ହଙ୍ଗାମା , ଗୃହ ମୁଲତବୀ କଲେ ବାଚସ୍ପତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୨୮.୧୧.୨୨) : ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ହଙ୍ଗାମା ଦେଖିବାକୁ ମିଳିଛି । ଆରମ୍ଭରୁ ଦେଖିବାକୁ ମିଳିଥିଲା ହୋହାଲ୍ଲା ପରିସ୍ଥିତି ।ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ଓ ନାରାବାଜି । ଉଭୟ ବିଜେପି ଓ କଂଗ୍ରେସ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠାଇ ଶାସକ ବିଜେଡିକୁ ଘେରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିଥିଲେ ବାଚସ୍ପତି । ୧୧.୩୦ ଯାଏଁ ଗୁହକୁ ମୁଲତବୀ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।