You are currently viewing ନିଜ ଗାଁ ରାଇକଳା ଗସ୍ତରେ ମୁଖ୍ୟମନ୍ତ୍ରୀ : ପରିବାର ସହ କରିବେ ମଧ୍ୟାହ୍ନ ଭୋଜନ

ନିଜ ଗାଁ ରାଇକଳା ଗସ୍ତରେ ମୁଖ୍ୟମନ୍ତ୍ରୀ : ପରିବାର ସହ କରିବେ ମଧ୍ୟାହ୍ନ ଭୋଜନ

  • Post category:ଓଡିଶା
  • Reading time:0 mins read

ଏଏନଏସ : ମୁଖ୍ୟମନ୍ତ୍ରୀ ହେବ ପରେ ପ୍ରଥମ ଥର ପାଇଁ ନିଜ ଗାଁ ରାଇକଳା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରିବାର ଲୋକଙ୍କୁ ଭେଟି ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ। ମୁଖ୍ୟମନ୍ତ୍ରୀ ଙ୍କ ମନ ପସନ୍ଦର ଭୋଜନ ଘରେ ପ୍ରସ୍ତୁତ କର ଯାଇଛି। ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିବା ପାଇଁ ପରିବାର ଲୋକେ ଘର ସମ୍ମୁଖରେ ଝୋଟି ଚିତାରେ ସାଜସଜା କରିଛନ୍ତି। ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀ ହେବ କୁ ନେଇ ଗାଁ ର ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।