You are currently viewing ଦିନ ୧ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା

ଦିନ ୧ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର-୧୬.୦୬.୨୦୨୧, ଆଜି ଦିନ ୧ଟା ୩୦ ମିନିଟ୍ ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଗତ ମେ’ 5 ତାରିଖରୁ ଲାଗୁ ହୋଇଥିବା ଲକଡାଉନ ଅବଧି ଆସନ୍ତା କାଲି ଶେଷ ହେଉଛି। ତେଵେ ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଏନେଇ ମୁଖ୍ୟ ଶାସନ ସଚିବ ରାଜ୍ୟରେ ଅନଲକ ଘୋଷଣା କରିବାର ସମ୍ଭାବନା ରହିଛି। ଏହାବ୍ୟତୀତ କଟକଣା କିଛି ମାତ୍ରାରେ କୋହଳ ହୋଇପାରିବାର ସମ୍ଭାବନା ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରୁ ୩ ହଜାର ୫୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।