You are currently viewing ଆଜି ରାଜ୍ୟରେ ୧,୦୩୨ କରୋନା ପଜିଟିଭ ଚିହ୍ନଟ, ୧୭୭୩ ସୁସ୍ଥ

ଆଜି ରାଜ୍ୟରେ ୧,୦୩୨ କରୋନା ପଜିଟିଭ ଚିହ୍ନଟ, ୧୭୭୩ ସୁସ୍ଥ

ଭୁବନେଶ୍ୱର-୦୨.୦୮.୨୦୨୧ , ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରୁ ୧ ହଜାର ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୫୯୮ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୩୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭ , ସୁସ୍ଥ ସଂଖ୍ୟା- ୯ ଲକ୍ଷ ୫୮ ହଜାର ୬୦୧ , ସମୁଦାୟ ସକ୍ରିୟ ସଂଖ୍ୟା ୧୫ ହଜାର ୫୦, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୧୭୭୩ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।