You are currently viewing ରାଜ୍ୟରେ ଉପରମୁହାଁ କରୋନା

ରାଜ୍ୟରେ ଉପରମୁହାଁ କରୋନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୮/୦୬, ରାଜ୍ୟରେ ୧୦୦ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ୬୭, ସ୍ଥାନୀୟ ଅଞ୍ଚଳରୁ ୪୬ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୫, କଟକରୁ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨, ପୁରୀରୁ ଜଣେ, ସମ୍ବଲପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ୧୨ ଲକ୍ଷ ୮୯ ହଜାର ୪୪୧ ରହିଛି । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୭୯ ହଜାର ୭୪୫ ଜଣ । ଏବେ ସକ୍ରିୟ ଅଛନ୍ତି ୫୧୭ ଜଣ ସଂକ୍ରମିତ ।

ଅନ୍ୟମାନଙ୍କୁ ଜଣାନ୍ତୁ।