You are currently viewing କରୋନା ନେଲା ୬୦ ଜୀବନ

କରୋନା ନେଲା ୬୦ ଜୀବନ


ଭୁବନେଶ୍ୱର,୧୩/୦୮: ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩୯ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରୁ ବରଗଡରୁ ୧୩ଜଣ,କଟକରୁ ୧୧ ଜଣ,ବଲାଙ୍ଗୀର୬,ଅନୁଗୁଳ ,ଜଗତସିଂହପୁର ଓ ସମ୍ବଲପୁର ୫ , ଦେବଗଡରୁ ୪,ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ୱର ଓ ଝାରସୁଗୁଡା ୨ ଜଣ ଲେଖାଏଁ,ଭଦ୍ରକରୁ ଜଣେ ରହିଛନ୍ତି । ସକ୍ରିୟ ମାମଲା ୧୦୮୦୯ଟି ରହିଥିବା ବେଳେ ୯୭୪୭୫୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।