You are currently viewing କର୍ଣ୍ଣାଟକରେ ଭୋଟ ଗଣତି ଜାରି : ବହୁ ଆଗୁରେ କଂଗ୍ରେସ

କର୍ଣ୍ଣାଟକରେ ଭୋଟ ଗଣତି ଜାରି : ବହୁ ଆଗୁରେ କଂଗ୍ରେସ

  • Post category:ଓଡିଶା
  • Reading time:1 mins read

କର୍ଣ୍ଣାଟକ ୧୩/୦୫, କର୍ଣ୍ଣାଟକରେ ଭୋଟ ଗଣତି ଜାରି , ବହୁ ଆଗୁରେ କଂଗ୍ରେସ ରହିଛି । ୮୦ ପାଖାପାଖି ଅଟକିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା କଂଗ୍ରେସ ୧୧୭, ବିଜେପି ୭୭, ଜେଡିଏସ ୨୫ ଏବଂ ଅନ୍ୟାନ୍ୟ ୫ । ବରୁଣା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଗୁଆ ଅଛନ୍ତି । ସେହିପରି ଶିଗାଓଁ ଆସନରୁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ, କନକପୁରା ଆସନରୁ କର୍ଣ୍ଣାଟକ ପିସିସି ସଭାପତି ଡି.କେ ଶିବକୁମାର , ଶିକାରୀପୁରାରୁ ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର, ଚନ୍ନାପାଟଣା ଆସନରୁ ଡେଜିଏସ ମୁଖ୍ୟ କୁମାରସ୍ୱାମୀ ଆଗୁଆ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।