You are currently viewing କୋଭିଡ ମୁକାବିଲା ପାଇଁ ନିୟୋଜିତ ହେଲେ ଡାକ୍ତରୀ ଛାତ୍ର

କୋଭିଡ ମୁକାବିଲା ପାଇଁ ନିୟୋଜିତ ହେଲେ ଡାକ୍ତରୀ ଛାତ୍ର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୩.୦୫.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ କରୋନାର ମୁକାବିଲା କରିବା ପାଇଁ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକ ଏସସିବି ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣ, ୧୦୪ କଲସେଣ୍ଟରରେ ନିୟୋଜିତ କରାଯାଇଛି । ଏହି ୧୦୪ ଜଣ ଭୁବନେଶ୍ୱର ସ୍ଥିତ ଇଡକୋ ଟାଓ୍ୱାରରେ ଖୋଲା ଯାଇଥିବା କଲ୍ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।