You are currently viewing ନରହନ୍ତା ଭାଇ କରୁଛି କ୍ରାଇମସିନର ରିକ୍ରିଏସନ

ନରହନ୍ତା ଭାଇ କରୁଛି କ୍ରାଇମସିନର ରିକ୍ରିଏସନ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୫/୦୪, କଟକଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଘଟିଥିବା ଗଣ ହତ୍ୟାର କ୍ରାଇମ ସିନକୁ ରିକ୍ରିଏସନ କରୁଛି ନରହନ୍ତା ଭାଇ । କଡାପୋଲିସ ସୁରକ୍ଷା ବଳୟରେ ସ୍ଥାନୀୟ ଏସଡିପିଓଙ୍କ ଉପସ୍ଥିତିରେ କ୍ରାଇମ ସିନ ରିକ୍ରିଏସନ କରୁଥିବା ଜଣା ପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ନରହନ୍ତା ଭାଇ ଶିବ ସାହୁ ତିନିଦିନ ତଳେ ତା ବଡଭାଇ ପରିବାରର ସମସ୍ତଙ୍କୁ ହତ୍ୟା କରିଥିଲା । ହତ୍ୟା କାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ରକୁ ସ୍ଥାନୀୟ ପୋଲିସ ଜବତ କରିଛି । ଅଭିଯୁକ୍ତ ଠାରୁ ସତ ଓଗାଳିବା ପାଇଁ ତିନିଦିନ ପାଇଁ ନିଜ ହେପାଜତକୁ ନେଇଛି ପୋଲିସ । କିଭଳି ହତ୍ୟାକରଣ୍ଡ ସଂଘଟିତ ହେଲା ତାକୁ ନେଇ ଛାନଭିନ ଚଳାଇଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।