eid

ଆଜି ଇଦ୍: ମୁସଲମାନ ଭାଇ ଭଉଣୀଙ୍କ ସହ ନମାଜ ପାଠରେ ସାମିଲ ହେଲେ ନେତା 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଇଦ୍ । ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି। ଭଦ୍ରକର ଇଦଗାହାରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହେବା ସହ ଜିଲ୍ଲାର ସବୁ ଦଳର ବରିଷ୍ଠ ରାଜନେତା, ପୋଲିସ ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।

ଅନ୍ୟପଟେ ଇଦ୍ ପାଳନ କରିବା ସହ ପ୍ରଚାର ପାଇଁ ଯଦୁପୁର ମସଜିଦରେ ପହଞ୍ଚିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା। ନମାଜରେ ସାମିଲ ହେବା ସହ ସ୍ଥାନୀୟ ଅଞ୍ଚଳର ମୁସଲମାନ ପରିବାର ସହ  ଆଲୋଚନା କରିଥିଲେ। 

ଅନ୍ୟମାନଙ୍କୁ ଜଣାନ୍ତୁ।