ପୁରୀ: ପୁରୀ ଏସ୍ପିଙ୍କ ନାଁରେ ଫେସ୍ବୁକରେ ଖୋଲାଯାଇଛି ଫେକ୍ ଆକାଉଣ୍ଟ । ଆକାଉଣ୍ଟରେ ଏସ୍ପିଙ୍କ ସହ କେନ୍ଦ୍ରାଞ୍ଚଳ DIGଙ୍କ ଫଟୋ ରହିଥିବା ଜଣାପଡିଛି | ଦୁର୍ବୃତ୍ତଙ୍କ ଜାଲିଆତି ନେଇ ସୂଚନା ଦେଲେ ପୁରୀ SP କନୱର ବିଶାଲ ସିଂହ ।ଏହି ଫେକ୍ ଆକାଉଣ୍ଟର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏସ୍ପିଙ୍କ ନାଁରେ ଫେସ୍ବୁକରେ ଫେକ୍ ଆକାଉଣ୍ଟ
- Post published:January 25, 2021
- Post category:ଓଡିଶା
- Reading time:1 mins read