You are currently viewing ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ହଜାର ଟଙ୍କାର ଜରିମାନା

ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ହଜାର ଟଙ୍କାର ଜରିମାନା

ଭୁବନେଶ୍ୱର, ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ହଜାର ଟଙ୍କାର ଜରିମାନା ପଡିଛି । ଟ୍ୟାକ୍ସ ଓ ବୈଧ ପରମିଟ୍ ନଥିବାରୁ ଏହି ଜରିମାନା ଲାଗିଛି । ତେବେ ବସଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା । ୨୦୧୯ ମେ’ ମାସରୁ ଏମଭି ଟ୍ୟାକ୍ସ ଦେଇନଥିବାରୁ ଲାଗିଛି ଏହି ଜରିମାନା ।

ଅନ୍ୟମାନଙ୍କୁ ଜଣାନ୍ତୁ।