You are currently viewing ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ

ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ବର – ନନ୍ଦନକାନନ ବଟାନିକାଲ ଗାର୍ଡେନରେ ନିଆଁ ଲାଗିଥିବାର ସୂଚନା ମିଳିଛି । ଶାଗୁଣା ପ୍ରଜନନ କେନ୍ଦ୍ରଠାରୁ ୫୦ ମିଟର ଦୂରରେ ନିଆଁ ଲାଗିଛି ।ପ୍ରାୟ 2 ଏକର ଜମିରେ ନିଆଁ ଲାଗିଥିବାର ସୂଚନା ରହିଛି । ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।