You are currently viewing ଜୟପୁରରୁ ଉଡିବ ବିମାନ

ଜୟପୁରରୁ ଉଡିବ ବିମାନ

ଭୁବନେଶ୍ୱର- ପରିବହନ ସଚିବଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନଙ୍କର ଏକ ଦଳ ଆଜି ଜୟପୁର ଏୟାରଷ୍ଟ୍ରିପ ପରିଦର୍ଶନରେ ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଏଠାରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଯଦି ସବୁ ଠିକଠାକ୍ ଚାଲେ ତେବେ ଆସନ୍ତା ୬ ମାସ ଭିତରେ ଏଠାରୁ ବିମାନ ଉଡାଣ ଆରମ୍ଭ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।