You are currently viewing ଚିଲିକାରେ ଚାଲିବ ଗରୁଡ

ଚିଲିକାରେ ଚାଲିବ ଗରୁଡ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମଗିରି(ଏଏନଏସ)୦୯/୦୬, ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଚିଲିକାରେ ଚାଲିବ ହାଉସ ବୋଟ । ଡବଲ ଇଂଜିନ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ ଫୁଟ ଓ ଓସାର ୨୨ ଫୁଟ । ଗୋଟେଥରରେ ୬ ଜଣ ଦମ୍ପତ୍ତି ଙ୍କ ପାଇଁ ୨୪ ଘଣ୍ଟା ରହଣିର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ସବୁ ପ୍ରକାରର ସୁବିଧା ଏହି ବୋଟରେ ରହିଛି ପ୍ରକଳ୍ପର ନାଁ ‘ଗରୁଡ’ ରଖାଯାଇଛି । ଏହି ବୋଟରେ କୋଠରୀ ଗୁଡିକ ମଧ୍ୟ ଖୁବ ସୁନ୍ଦର କରାଯାଇଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।