You are currently viewing ଗୌରହରି ପାଇଲେ ଶାରଳା ପୁରସ୍କାର

ଗୌରହରି ପାଇଲେ ଶାରଳା ପୁରସ୍କାର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର (ଏ ଏନ୍ ଏସ)୨୬/୧୦, ଚଳିତ ବର୍ଷର ସାରଳା ପୁରସ୍କାର ପାଇଲେ କଥାକାର ଗୌରହରି ଦଶ ।ଇମ୍ପା ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ଦିଆ ଯାଇ ଥାଏ ।ପୁରସ୍କାର ଭାବେ ମାନ ପତ୍ର ଓ ୫ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥାଏ ।ସ୍ୱତନ୍ତ୍ର ଉତ୍ସବ ରେ ଇମ୍ପା ପକ୍ଷରୁ ଦିଆ ଯାଇଥିବା ଏହି ପୁରସ୍କାର କୁ ଗ୍ରହଣ କରିଛନ୍ତି ଗୌରହରି ।ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା ପାଇଲେ ଇଲା ବଂଶୀଧର ପଣ୍ଡା କଳା ସମାନ ସେହିପରି ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଇଲା ବଂଶୀଧର ପଣ୍ଡା କଳା ସମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।