ହବିଷ୍ୟାଳିଙ୍କୁ ମିଳିଲା ସାଲ ଓଡିଶା By ANS ODIA Last updated Oct 11, 2022 0 ପୁରୀ (ଏ ଏନ୍ ଏସ)୧୧/୧୦, ହବିଷ୍ୟାଳିଙ୍କ ପାଇଁ ପୁରୀରେ ‘ବୃନ୍ଦାବତୀ ନିବାସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବା ସହ ସମସ୍ତ ହବିଷ୍ୟାଳିଙ୍କୁ ଗୋଟିଏ ଲେଖାଏଁ ଶାଲ୍ ଉପହାର ଭାବେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। 0 Share