You are currently viewing ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର-୦୪.୦୫.୨୦୨୧, କମ ଛାତ୍ର ଥିବା ସ୍କୁଲ ସହ ଅନ୍ୟ ସ୍କୁଲ ମିଶ୍ରଣ ପ୍ରସଙ୍ଗରେ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି । ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସ୍କୁଲ ସହଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲାଯେ, ଯେଉଁ ସ୍କୁଲରେ ୨୦ରୁ କମ ଛାତ୍ରଛାତ୍ରୀ ରହିଛନ୍ତି ସେହି ସ୍କୁଲ ଗୁଡିକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରାଯାଉ ।

ଅନ୍ୟମାନଙ୍କୁ ଜଣାନ୍ତୁ।