You are currently viewing ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ

ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୨୯.୯.୨୨) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ଉପରେ ଆଜିୁ ସକାଳୁ ରେଡ ହୋଇଛି । ଘର ଅଫିସ ସମେତ ଏକାକାଳୀନ ୭ଟି ସ୍ଥାନରେ ଚଢାଉ ହେଉଛି । ୨ ଡିଏସପିଙ୍କ ସମେତ ୧୦ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଛନ୍ତି । ମନୋଜଙ୍କର ଭୁବନେଶ୍ୱର କୋରଡକଣ୍ଟା ଓ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ଦୁଇଟି ତିନି ମହଲା ବିଲ୍ଡିଂ ଉପରେ ରେଡ୍ ହେଉଛି । ଏଥିସହ ଭୁବନେଶ୍ୱର ଅଫିସ, ପୁରୀରେ ଥିବା ଫ୍ଲାଟ୍, ଉତ୍ତରାଛକରେ ଥିବା ଏକ ମାର୍କେଟ କମ୍ପେକ୍ସ, ନିଳାଦ୍ରୀନଗରରେ ଥିବା ଘର ଉପରେ ମଧ୍ୟ ରେଡ୍ ଚାଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।