You are currently viewing ସ୍ଥଗିତ ରହିଲା ଜେଇଇ ମେନ ପରୀକ୍ଷା

ସ୍ଥଗିତ ରହିଲା ଜେଇଇ ମେନ ପରୀକ୍ଷା

ଭୁବନେଶ୍ବର, ରାଜ୍ୟରେ ବଢୁଥିବା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।ଏନେଇ ଏପ୍ରିଲ୍‌ରେ ହେବାକୁ ଥିବା JEE ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖିଲା NTA । । ପରବର୍ତ୍ତୀ ପରୀକ୍ଷାର ତାରିଖ ୧୫ ଦିନ ଆଗରୁ ଘୋଷଣା ହେବ । ଏଠାରେ ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୭, ୨୮ ଓ ୩୦ରେ ହେବାର ଥିଲା ପରୀକ୍ଷା।

ଅନ୍ୟମାନଙ୍କୁ ଜଣାନ୍ତୁ।