You are currently viewing ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ ପ୍ରସଙ୍ଗରେ ପୋଲିସ କମିସନରଙ୍କ ପ୍ରେସମିଟ୍‌

ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ ପ୍ରସଙ୍ଗରେ ପୋଲିସ କମିସନରଙ୍କ ପ୍ରେସମିଟ୍‌

ଝାଡ଼ଖଣ୍ଡ, ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ ପ୍ରସଙ୍ଗରେ ପୋଲିସ କମିସନରଙ୍କ ପ୍ରେସମିଟ୍‌ । ଓଡ଼ିଶାରେ ଜମତରା ଗ୍ୟାଙ୍ଗର ଲିଙ୍କ୍‌ ନାହିଁ । ‘ଏମାନେ ପ୍ରଥମେ ହ୍ଵାଟ୍ସପ ଆପ୍‌ରେ ଲିଙ୍କ୍‌ ପଠାଇଥାନ୍ତି’, ‘ଫୋନ୍‌ କରି ଏଟିଏମ୍‌ର ୧୬ ଟିକିଆ ନମ୍ବର ମାଗିଥାନ୍ତି’, ଫୋନ୍‌ରୁ ଗ୍ରାହକଙ୍କ ଆକାଉଣ୍ଟର ତଥ୍ୟ ନେଇଥାନ୍ତି | ରାତି ୧୨ଟାରୁ ୨ଟା ମଧ୍ୟରେ ଟ୍ରାଞ୍ଜାକ୍ସନ କରୁଛନ୍ତି । ଗ୍ରାହକମାନଙ୍କୁ ପୋଲିସ କମିସନରଙ୍କ ପରାମର୍ଶ । ଫୋନ୍‌ରେ କାହାକୁ ଆକାଉଣ୍ଟର କୌଣସି ତଥ୍ୟ ଦିଅନ୍ତୁ ନାହିଁ । କୌଣସି ସମସ୍ୟା ଥିଲେ ପୋଲିସକୁ ଜଣାନ୍ତୁ |
ତେବେ ଏଠାରେ କହିରଖୁଛୁ କମିଶନରରେଟ ପୋଲିସ ସତର୍କ ସୂଚନା ଦେଇଥିଲେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଯଦି ଫୋନ କଲ୍ ଆସୁଛି ତେବେ ସାବଧାନ ରହିବ ପାଇଁ କାରଣ ଏମାନ ହୁଏତ ନକଲି ହୋଇପାରନ୍ତି। ଏହି ନକଲି ବ୍ୟାଙ୍କ କର୍ମଚାରୀମାନେ ନୂଆ ଟେକ୍‌ନିକ୍‌ ଅପଣେଇ ଆପଣଙ୍କ ଆଙ୍କାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା !

ଅନ୍ୟମାନଙ୍କୁ ଜଣାନ୍ତୁ।