You are currently viewing ଆଜିଠୁ ଯୋରନ୍ଦା ମାଘମେଳା

ଆଜିଠୁ ଯୋରନ୍ଦା ମାଘମେଳା

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ- ଆଜିଠାରୁ ପାଳନ ହେଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଢେଙ୍କାନାଳର ମହିମା ଗାଦିରେ ଏହି ମାଘମେଳା ୩ ଦିନ ପର୍ଯ୍ୟନ୍ତ ପାଳିତ ହେବ । ଚଳିତ ବର୍ଷ କୋଭିଡ ସଂକ୍ରମଣ କାରଣରୁ ବିନା ଭକ୍ତ ଏବଂ ସାଧୁସନ୍ଥରେ ନିରାଡମ୍ବରଭାବେ ପାଳିତ ହେବ । ଦୋକାନ ବଜାର ଓ ମନୋରଂଜନ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି ହୋଇଛି । ମେଳା ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।