You are currently viewing ଡିଜିଟାଲ ମିଡ଼ିଆ ଆସୋସିଏସନ ର କାର୍ଯ୍ୟକାରୀ କମିଟି ବୈଠକ

ଡିଜିଟାଲ ମିଡ଼ିଆ ଆସୋସିଏସନ ର କାର୍ଯ୍ୟକାରୀ କମିଟି ବୈଠକ

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର (ଏ ଏନ୍ ଏସ)୧୭/୦୭, ଆଜି ବ୍ରହ୍ମପୁର ଠାରେ ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନ ର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଭ୍ୟମାନେ ଏହି ମିଟିଂ ରେ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତା ମତ ପ୍ରଦାନ କରିଥିଲେ ,ସଂଘର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର ଏହି ମିଟିଂ ରେ ସଭାପତିତ୍ୱ କରିଥଲେ ।ଉପସଭାପତି ସୁନିଲ କୁମାର ଦେ ସଙ୍ଘ ର କଳେବର ବୃଦ୍ଧି ଓ ଜିଲ୍ଲା ଶାଖାଗୁଡିକୁ ସକ୍ରିୟ କରିବା ପାଇଁ ମତ ରଖିଥିଲେ ।ଗଂଜାମ ଜିଲ୍ଲାର ସକ୍ରିୟ ସଭ୍ୟ କୃଷ୍ନ ଚନ୍ଦ୍ର ପାଳ ଧନ୍ୟବାଦ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।