You are currently viewing କେନ୍ଦୁଝରରେ ପାଳନ ହେଲା ମାନବଅଧିକାର ଦିବସ

କେନ୍ଦୁଝରରେ ପାଳନ ହେଲା ମାନବଅଧିକାର ଦିବସ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର ଜିଲ୍ଲା ରେ ଆଜି ୧0/୧ ୨ /୨ ୨ ରେ ଅନ୍ତର୍ଜାତୀୟ ହୁମାନ ୱlଲଡ ରାଇଟ୍ସ ଡେ ପାଇଁ ଗୋଟିଏ କାର୍ଯ୍ୟକର୍ମ ରଖା ଯାଇଛି. ଯେଉଁଥିରେ ଇଣ୍ଟରନ୍ୟାଶନାଲ ହୁ୍ୟମାନ ଫାଉଣ୍ଡେସନର ଚେୟାରମ୍ୟାନ ଭାବେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ଏହି କାର୍ଯକ୍ରମ କୁ ବ୍ରିଗେଡ଼ ସ୍କୁଲ ତରଫ ରୁ ଏବଂ ରବୀନ୍ଦ୍ର ବିଦ୍ୟା ନିକେତନ ରୁ ଛୋଟ ଛୋଟ ପିଲା ମାନେ ଆସି ସମ୍ବଲପୁରୀ ନୃତ୍ୟ ଓ ଓଡିଶୀ ନୃତ୍ୟ କରି କାର୍ଯ୍ୟକ୍ରମ ର ଶୋଭା ବଢ଼ାଇଥିଲେ l

ଅନ୍ୟମାନଙ୍କୁ ଜଣାନ୍ତୁ।