You are currently viewing ଶିଶୁକୁ ଖଣ୍ଡାରେ ହତ୍ୟା କଲେ ଦୁର୍ବୃତ୍ତ

ଶିଶୁକୁ ଖଣ୍ଡାରେ ହତ୍ୟା କଲେ ଦୁର୍ବୃତ୍ତ

ଗଞ୍ଜାମ, ରାଜ୍ୟରେ ଦିନକୁ ଦିନ ଶିଶୁ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଗଞ୍ଜାମ ଗୋଳନ୍ଥରା ଥାନା ସୁରଳ ଗାଁରେ । ଗୋଟିଏ ୫ ବର୍ଷର ଶିଶୁକୁ ଖଣ୍ଡାରେ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ସୂଚନା ଅନୁସାରେ, ଶିଶୁକୁ ଗୁରୁତର ଅବସ୍ଥାରେ ଶିଶୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି ।୨ ଦୁର୍ବୃତ୍ତ ଏଭଳି ହତ୍ୟା କରିଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଏନେଇ ଗ୍ରାମରେ ଉତ୍ତେ ଜନା ଦେଖିବାକୁ ମିଳିଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।