You are currently viewing ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ବିଦ୍ୟାଙ୍କୁ ୪ ଘଣ୍ଟାର ଲାଏ ଡିଟେକ୍ସନ ଟେଷ୍ଟ

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ବିଦ୍ୟାଙ୍କୁ ୪ ଘଣ୍ଟାର ଲାଏ ଡିଟେକ୍ସନ ଟେଷ୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୨୦.୦୯.୨୦୨୧, ପାରଳାଖେମୁଣ୍ଡି ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ଆଜି ଭୁବନେଶ୍ବର ସ୍ଥିତ ରସୁଲଗଡ଼ ଫୋରେନ୍‌ସିକ୍ ଲ୍ୟାବ୍‌ରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ତେବେ ସୂଚନା ଅନୁସାରେ, ଶେଷ ହୋଇଯାଛି ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ପ୍ରାୟ ୪ ଘଣ୍ଟା କାଳ ଲାଏ ଡିଟେକ୍ସନ ଟେଷ୍ଟ ସାମ୍ନା କଲେ ବିଦ୍ୟାଭାରତୀ। ଏଥିରେ ତଦନ୍ତକାରୀ ଅଧିକାରୀଙ୍କ ସମେତ କ୍ରାଇମ୍‌ ବ୍ରାଞ୍ଚର ୨ଟି ଟିମ୍‌ ସାମିଲ ଥିଲେ ।
ତେବେ ପୂର୍ବରୁ ଶନିବାର ଦିନ DFO ଓ ରୋଷେୟାଙ୍କର ମିଛଧରିବା ପାଇଁ ଲାଏ ଡିଟେକ୍ସନ୍ପ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।

ଅନ୍ୟମାନଙ୍କୁ ଜଣାନ୍ତୁ।