You are currently viewing ମହଙ୍ଗା ପଡ଼ିଲା  ସେଲଫି

ମହଙ୍ଗା ପଡ଼ିଲା ସେଲଫି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୦୮/୦୫, ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି । ସସ୍‌ପେଣ୍ଡ ହେଲେ ଫାର୍ମାସିଷ୍ଟ । ନିଲମ୍ବିତ ହେଲେ ଫାର୍ମାସିଷ୍ଟ ଯଶୋବନ୍ତ ବେହେରା । ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ ।

ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ରାଷ୍ଟ୍ରପତିଙ୍କ ସହ ୩ଟି ହେଲିକପ୍ଟର ଆସିଥିଲା । ଯଶୋବନ୍ତ ବେହେରା ନାମକ ଏହି ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ସାମନାରେ ଠିଆ ହୋଇ, ତାର ପାହାଚରେ ବସି ଓ ତାଉପରେ ହାତ ରଖି ଫଟୋ ଉଠାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।