You are currently viewing ମାର୍କେଟ ବିଲ୍ଡିଂ ଦୁଇ ଦିନ ପାଇଁ ସିଲ

ମାର୍କେଟ ବିଲ୍ଡିଂ ଦୁଇ ଦିନ ପାଇଁ ସିଲ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୨୯.୦୪.୨୦୨୧, ରାଜଧାନୀର ଦୁଇ ନମ୍ବର ସ୍ଥିତ ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି ।କୋଭିଡ କଟକଣା ଉଲଘଂନ ଅଭିଯୋଗରେ ସିଲ ହୋଇଛି । ଆସନ୍ତା ୪୮ ଘଣ୍ଟା ପାଇଁ ଏହି ମାର୍କେଟ ସିଲ ହୋଇଥିବା ଜଣାଯାଇଛି।ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂକୁ ସିଲ କରାଯାଇଛି । ମାତ୍ର ଶନିବାର ଓ ରବିବାର ସାପ୍ତାହିକ ସଟଡ଼ାଉନ ଥିବାରୁ ସୋମବାର ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ତେବେ ସୋମବାର ଏହି ବଜାର ସାଧାରଣ ଭାବେ ବନ୍ଦ ରୁହେ ତେଣୁ ମଙ୍ଗଳବାର ଏହି ମାର୍କେଟ ଖୋଲିପାରେ। କୋଭିଡ ସ୍ଥିତି କୁ ନେଇ ଏପରି ପଦକ୍ଷେପ ନେଇଛି ପ୍ରଶାସନ ।

ଅନ୍ୟମାନଙ୍କୁ ଜଣାନ୍ତୁ।