bank

ବ୍ୟାଙ୍କ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ସପ୍ତାହରେ ୨ଦିନ ଛୁଟି ନେଇ ହେବ ନିଷ୍ପତ୍ତି

ଏଏନଏସ୍: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସପ୍ତାହରେ କର୍ମଚାରୀମାନେ ୫ ଦିନ କାମ କରିବେ ଏବଂ ୨ ଦିନ ଛୁଟି ନେବେ । ଏନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ (ଆଇବିଏ) ବୈଠକରେ ନିଷ୍ପତ୍ତି ନେବାକୁ କହିଥିଲା ।

ଅନ୍ୟପଟେ ଆଜିର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଯେଉଁଥିରେ ସପ୍ତାହକୁ ୨ ଦିନ ଛୁଟି ସହ ମାସର ପ୍ରଥମ, ତୃତୀୟ ଓ ପଞ୍ଚମ ଶନିବାର ଛୁଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।