You are currently viewing ନବୀନଙ୍କ ପାଇଁ ଲୋକେ ହନ୍ତସନ୍ତ

ନବୀନଙ୍କ ପାଇଁ ଲୋକେ ହନ୍ତସନ୍ତ

  • Post category:ଓଡିଶା
  • Reading time:1 mins read

ଭୁୁବନେଶ୍ୱର (ବୁ୍ୟରୋ)୦୬/୦୯, ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇ ମୁକ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏୟାରପୋର୍ଟରେ ଜମିଥିଲା ଅସମ୍ଭବ ଭିଡ ରାଜଧାନୀବାସୀଙ୍କର ଜୀବନଯାତ୍ରା ଯେପରି ଠପ ହୋଇଯାଇଥିଲା ଏପରିକି ଆମ୍ଭୁଲାନ୍ସ ଯିବା ମଧ୍ୟ କଷ୍ଟକର ହୋଇପଡିଥିଲା । ଫଳରେ ଗୁରୁତର ରୋଗୀଙ୍କୁ ଗନ୍ତବ୍ୟ ସ୍ଥଳକୁ ଯିବାରେ ବିଳମ୍ବ ହେଉଥିଲା । ସାଧାରଣ ଲୋକେ ମଧ୍ୟ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟସ୍ତ ହେଉଥିଲେ । ଆଜି ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।