You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

       ୧.ସମ୍ବଲପୁର  ଶୀତଳଷଷ୍ଠୀ ଯାତ୍ରା  ପାଇଁ ସରିଲା ପ୍ରଭୁ ମହାଦେବ ଓ ମା’ଙ୍କ ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ;ଆଜି ଦେବ ନିମନ୍ତ୍ରଣ ।
       ୨. ବିଡିଓଙ୍କ ଜାଲ ଦସ୍ତଖତ କରି ଠିକାଦାର  ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା 
       ୩. ଏଣିକି ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ  ମାଧ୍ୟମିକ ବିଦ୍ୟାଳୟରେ ଲାଗୁ ହେବ ଏକାଦଶ ଶ୍ରେଣୀ ।
       ୪. ଗଜପତି ଜିଲ୍ଲା  ଅବଡା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି  ରାସ୍ତାରେ ଆଜି ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାହେବା ଫଳରେ ୫ ଜଣ ଅ।।ହାତ ହୋଇଛନ୍ତି ।
    ୫.ରେସଲିଂ ଫେଡରେସନର ଅଦ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ କୁସ୍ତି ଯୋଦ୍ଧାଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । 
     ୬. ପାରାଦ୍ୱୀପ ଉପକୁଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ମା’ କୁ ବିଭତ୍ସ ଭାବେ ହତ୍ୟା କରିଛି ପୁଅ ।
      ୭.ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଅଶାନ୍ତ ବିଜୟଚନ୍ଦ୍ରପୁର । ଏକମାସ ମଧ୍ୟରେ  ତିନିଥର ସିରିଜ ଦୁର୍ଘଟଣା ଘଟି ତିନୋଟି ନୀରିହ ଜୀବନ ଯାଇଛି ।
      ୮. ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ  ଏହା ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଉଥିବାରୁ  ଆଗଧାଡି ନେତାବି  ଏବେ ମୁହଁ ବୁଲାଉଛନ୍ତି ।
       ୯.  ଶିମିଳିପାଳ ହୋଇଯାଇଛି ଅସୁରକ୍ଷିତ । ଶିକାରୀଙ୍କ ଗୁଳିର ଶିକାର ହୋଇଛନ୍ତି ବନ କର୍ମଚାରୀ । 
      ୧୦. ଅସହ୍ୟ ତାତିରେ ଜଳୁଛି ରାଜଧାନୀ ।  ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ।
ଅନ୍ୟମାନଙ୍କୁ ଜଣାନ୍ତୁ।